Breaking PLUSଓଡ଼ିଶାମୁଖ୍ୟ ଖବର

ହିଞ୍ଜିଳିକାଟୁରେ ଦୁଇ ନାବାଳିକାଙ୍କ ସଲିଳ ସମାଧି

ବ୍ରହ୍ମପୁର: ହିଞ୍ଜିଳିକାଟୁ ଥାନା ନରେନ୍ଦ୍ରପୁର ପଞ୍ଚାୟତ କୀର୍ତ୍ତିପୁର ଗାଁରେ ଥିବା ଏକ ପୋଖରୀରେ ବୁଡି ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଯାଇଛି। ଆଜି ସକାଳୁ ଏହି ଦୁଇ ନାବାଳିକା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା କାରଣରୁ ଉଭୟ ପୋଖରୀ ପାଣିରେ ବୁଡି ଯାଇଥିବା ଜଣାପଡିଛି। ଏହାକୁ ନେଇ ଗ୍ରାମରେ ଶୋକର ବାତାବରଣ ଲାଗି ରହିଛି।

Show More

Related Articles

Back to top button