Breaking PLUSଓଡ଼ିଶାମୁଖ୍ୟ ଖବର

ଘନ କୁହୁଡ଼ି ଚାଦରରେ ଟ୍ୱିନ ସିଟି

ଟ୍ୱିନ ସିଟିରେ ଘନ କୁହୁଡିର ଆସ୍ତରଣ ଶୁକ୍ରବାର ଦେଖିବାକୁ ମିଳିଛି

ରାଜଧାନୀ ଭୁବନେଶ୍ୱର ଓ କଟକରେ ରାସ୍ତାଘାଟ ସହ ଆଖପାଖରେ ଥିବା କିଛି ଜିନିଷ ମଧ୍ୟ ଦୃଶ୍ୟମାନ ହେଉନାହିଁ। ଫଳରେ ଯାନବାହନ ଚଳାଚଳରେ ସମସ୍ୟା ସହ ଗମନାଗମନ ପ୍ରଭାବିତ ହୋଇଛି।

ସକାଳ ୮ଟା ପର୍ଯ୍ୟନ୍ତ ମଧ୍ୟ କୁହୁଡିର ଆସ୍ତରଣ ରହିଥିବା ଦେଖାଦେଇଛି।

Show More

Related Articles

Back to top button