
କନ୍ଧମାଳ: ନଦୀରେ ବୁଡି ଦୁଇ ଭାଇଭଉଣୀ ମୃତ। ଫଲବାଣୀର ଟିକାବାଲି ଥାନା ଛତିଝାର ଗାଁ ନିକଟ ସାଲୁଙ୍କି ନଦୀରେ ବୁଡି ଦୁଇ ଭାଇଭଉଣୀଙ୍କ ମୃତ ଘଟିଛି। ଉଭୟଙ୍କୁ ଟିକାବାଲି ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଭାଇର ବୟସ ୫ ବର୍ଷ ଏବଂ ଭଉଣୀର ବୟସ ୪ ବର୍ଷ। ସୂଚନାମଚତାବ ବଡମାନଙ୍କ ସହ ଗାଧୋଇ ଯାଇଥିବାବଳେ ଘଟିଛି ଏହି ଅଘଟଣ।