Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱର କମିଶନରେଟ୍ ପୁଲିସର ୬୦ ଏସ୍ଆଇ,ଏଏସ୍ଆଇଙ୍କ ବଦଳି

ପୂଜା ପୂର୍ବରୁ ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସରେ ବଡ ଧରଣର ଅଦଳବଦଳ। ଭୁବନେଶ୍ୱର ବିଭିନ୍ନ ଥାନାରୁ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। ୬୦ ଜଣ ଅଫିସ୍‌ରଙ୍କୁ ଅଦଳବଦଳ କରାଯାଇଛି।

ପୂଜା ପୂର୍ବରୁ ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସରେ ବଡ ଧରଣର ଅଦଳବଦଳ। ଭୁବନେଶ୍ୱର ବିଭିନ୍ନ ଥାନାରୁ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। ୬୦ ଜଣ ଅଫିସ୍‌ରଙ୍କୁ ଅଦଳବଦଳ କରାଯାଇଛି।

କ୍ୟାପିଟାଲ ଥାନାରୁ ସହିଦନଗର ଗଲେ ଏସ୍‌ଆଇ ସନ୍ତୋଷିନୀ ବେହେରା। ଲିଙ୍ଗରାଜ ଥାନରୁ ତମାଣ୍ଡୋ ଗଲେ ଏସ୍‌ଆଇ ସନ୍ତୋଷ ନାୟକ, ଖଣ୍ଡଗିରିରୁ ଜଟଣୀ ଗଲେ ନିରଞ୍ଜନ ଓଝା, ବାଲିଅନ୍ତାରୁ ଜଟଣୀ ଗଲେ ପ୍ରଫୁଲ୍ଲ ସାହୁ, ଖଣ୍ଡଗିରିରୁ ଚନ୍ଦ୍ରଶେଖପୁର ଗଲେ ସୁଶାନ୍ତ କୁମାର ସ୍ବାଇଁ। ସହିଦନଗରରୁ ଚନ୍ଦ୍ରଶେଖପୁର ଗଲେ ସୁଶାନ୍ତ କୁମାର ସେଠୀ। ଧଉଳିଥାନାରୁ ଏୟାରଫିଲ୍ଡ ଥାନାକୁ ମଧୁସୁଦନ ଭୋଇ, ଚନ୍ଦ୍ରଶେଖପୁରରୁ ନୟାପଲ୍ଲୀ ଗଲେ ସୁରେନ୍ଦ୍ର ଦେହୁରୀ। ସହିଦନଗର ଥାନାରୁ ଆଇୟୁସିଏଡବ୍ଲୁ ଗଲେ ସଯୁକ୍ତା ସାହୁ।

ସେହିପରି ଏଏସ୍‌ଆଇ ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି । ଏଏସ୍‌ଆଇ ଅଞ୍ଜଳୀ ନାୟକଙ୍କୁ ଲକ୍ଷ୍ମୀସାଗର ଥାନାରୁ ଏୟାରଫିଲ୍ଡ଼ ଥାନାକୁ ବଦଳି । ଜଟଣୀ ଥାନାରୁ ଚନ୍ଦ୍ରେଶଖପୁର ଥାନକୁ ଏଏସଆଇ ବିନାୟକ ବିଧରଙ୍କୁ ବଦଳି । ଖାରବେଳ ନଗର ଥାନାରୁ ଖଣ୍ଡଗିରି ଥାନକୁ ବଦଳି ହେଲେ ଜୟକୃଷ୍ଣ ପଟ୍ଟନାୟକ । ବରଗଡ଼ ଥାନାରୁ ଖଣ୍ଡଗିରି ଥାନା ପ୍ରଭାସ ଚନ୍ଦ୍ର ବିଶ୍ୱାଳ ।

Show More

Related Articles

Back to top button