Breaking PLUSଦେଶମୁଖ୍ୟ ଖବର

ସରିଲା ଟ୍ରାକ ମରାମତି, ଗଡିଲା ଏକ୍ସପ୍ରେସ

ବିଜୟନଗରମ୍- ସରିଲା ପୁନରୁଦ୍ଧାର କାର୍ଯ୍ୟ ଗଡିଲା ଟ୍ରେନ । ସ୍ୱାଭାବିକ ହୋଇଛି ରେଳ ଚଳାଚଳ । ଆନ୍ଧ୍ରପ୍ରଦେଶ ଟ୍ରେନ୍ ଦୁର୍ଘଟଣା ପରେ ଟ୍ରାକରେ ଗଡିଛି ପ୍ରଥମ ଟ୍ରେନ୍ । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ରିଷ୍ଟୋରେସନ୍ କାମ ସରିବା ପରେ ପ୍ରଥମେ ଏକ ମାଲବାହୀ ଟ୍ରେନ୍ ଚାଲିଥିଲା । ଅପଲାଇନ ଓ ଡାଉନ ଲାଇନ ମରାମତି ପରେ 2ଟା 23ରେ ପ୍ରଥମେ ଏକ ମାଲବାହୀ ଟ୍ରେନ ଚାଲିଥିଲା ।

ଏହାପରେ 2ଟା 36 ମିନିଟରେ ସମୟରେ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ଅପଲାଇନ ଦେଇ ଆଲାମଣ୍ଡା ଷ୍ଟେସନ ଛାଡିଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

Show More

Related Articles

Back to top button