Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଆସନ୍ତା କାଲି ପାଳନ ହେବ ବିଜେପିର ୪୩ ତମ ପ୍ରତିଷ୍ଠା ଦିବସ

ଓଡିଶାର ସମସ୍ତ ବୁଥରେ କାର୍ଯ୍ୟକର୍ତ୍ତା ମାନେ ବିଜେପି ପତାକା ଉତ୍ତୋଳନ କରିବେ

ଆସନ୍ତାକାଲି ପାଳିତ ହେବ ବିଜେପିର ୪୩ ତମ ପ୍ରତିଷ୍ଠା ଉତ୍ସବ ଦିବସ । ଓଡିଶାର ସମସ୍ତ ବୁଥରେ କାର୍ଯ୍ୟକର୍ତ୍ତା ମାନେ ବିଜେପି ପତାକା ଉତ୍ତୋଳନ କରିବେ, ଏହାସହ ବାଇକ ରାଲି କରିବେ ଏବଂ ପଦ ଯାତ୍ରା ମଧ୍ୟ କରିବେ । ସକାଳ 10 ଟାରେ ମୋଦୀଙ୍କ ଉଦଵୋଧନ ଶୁଣିବେ। ସାମାଜିକ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ଏପ୍ରିଲ 6 ରୁ 20 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ପାଖକୁ ଯିବ ବିଜେପି । ଆସନ୍ତାକାଲି ଡାକ୍ତରଖାନାରେ ସଫେଇ, ରୋଗୀଙ୍କୁ ଫଳ ବଣ୍ଟନ କରାଯିବ । ଦେଶ ବ୍ୟାପି ଏପରି ଅନେକ କାର୍ଯ୍ୟକ୍ରମ ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକ ଲେଖଶ୍ରୀ ସାମାନ୍ତସିଂହାର ।

Show More

Related Articles

Back to top button