Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ପୁଣି ୨୯୪୯ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଆଜି ଆଉ ୨୯୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୨୬ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ସ୍ଥାନୀୟ ସଂକ୍ରମିତ । 

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୨୯୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୨୬ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ସ୍ଥାନୀୟ ସଂକ୍ରମିତ । ଆଜି ଖୋର୍ଦ୍ଧାକୁ ଟପି କଟକରେ ସର୍ବାଧିକ ୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୪୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୧୭୯, ଯାଜପୁର-୨୧୫, ବାଲେଶ୍ୱର-୮୮, ବରଗଡ-୬୨, ଭଦ୍ରକ-୬୬, ବଲାଙ୍ଗୀର-୫୭, ବୌଦ୍ଧ-୩, ଦେଓଗଡ-୨, ଢେଙ୍କାନାଳ-୧୩, ଗଜପତି-୩, ଜଗତସିଂହପୁର-୫୧, ଝାରସୁଗୁଡା-୨୦, କଳାହାଣ୍ଡି-୩୦, କନ୍ଧମାଳ-୩୪, କେନ୍ଦ୍ରାପଡା-୫୬, କେନ୍ଦୁଝର-୩୦, କୋରାପୁଟ-୧୮୧, ମାଲକାନଗିରିରୁ ୧୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜ-୧୫୬, ନବରଙ୍ଗପୁର-୨୬, ନୟାଗଡ-୯୩, ନୂଆପଡା-୨, ପୁରୀ-୮୬, ରାୟଗଡା-୧୪୩, ସମ୍ବଲପୁର-୧୦୪, ସୋନପୁର-୨୬, ସୁନ୍ଦରଗଡରୁ ୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Back to top button