Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ହେଉଛି ବିଶ୍ୱ ସାଇକେଲ ଦିବସ

ଆଜି ହେଉଛି ବିଶ୍ୱ ସାଇକେଲ ଦିବସ । ବିଶ୍ୱ ସାଇକେଲ ଦିବସ ଅବସରରେ ଟ୍ଵିନ୍‌ ସିଟିରେ ସାଇକ୍ଲୋଥୋନ୍‌। ସମଗ୍ର ବିଶ୍ୱକୁ ଘାରିଛି ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ଚିନ୍ତା। ଏହାର ପ୍ରତିକାର ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଭଳି ସ୍ଥିତିରେ ଟ୍ଵିନ୍‌ସିଟିରେ ଆୟୋଜିତ ହୋଇଛି ସାଇକ୍ଲୋଥନ୍‌। ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟ ନିକଟରୁ ସାଇକ୍ଲୋଥନ୍‌ ବାହାରି ୧୦ କିଲୋମିଟର ଅତିକ୍ରମ କରି ଶିଶୁଭବନ ପର୍ଯ୍ୟନ୍ତ ଯାଇଥିଲା। ଏହି ସାଇକ୍ଲୋଥନ୍‌ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ହକି ତାରକା ତଥା ପୂର୍ବତନ ସାଂସଦ ଦିଲୀପ ତୁର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

Show More

Related Articles

Back to top button