ଦେଶବ୍ୟକ୍ତିତ୍ୱସେଲିବ୍ରିଟି

ଆଜି ବିରାଟଙ୍କ ଜନ୍ମଦିନ,ଏହିପରି ଶୁଭେଚ୍ଛା ଜଣାଇଲେ ପତ୍ନୀ ଅନୁଷ୍କା

ଆଜି ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ୩୪ ତମ ଜନ୍ମଦିନ । ତାଙ୍କୁ ପ୍ରଶଂସକମାନେ ଜନ୍ମଦିନରେ ଶୁଭେଚ୍ଛା ଜଣାଉଥିବାବେଳେ, ପତ୍ନୀ ଅନୁଷ୍କା ସୋସିଆଲ ମିଡିଆରେ ତାଙ୍କର ବହୁତ କିଛି ଫଟୋ ଶେୟାର କରି ଏକ ସ୍ୱତନ୍ତ୍ର ଢଙ୍ଗରେ ୱିଶ୍ କରିଛନ୍ତି ।

ସେ ଫଟ ଶେୟାର କରି କ୍ୟାପସନରେ ଲେଖିଛନ୍ତି , ଆଜି ତୁମର ଜନ୍ମଦିନ, ଆଜିର ଦିନରେ ମୁଁ ତୁମର ସବୁଠାରୁ ଭଲ ଆଙ୍ଗଲ ଓ ଫଟୋ ବାଛିଛି । ସବୁବେଳେ ମୁଁ ତୁମକୁ ଭଲପାଏ । ଅନୁଷ୍କାଙ୍କର ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀଙ୍କ ଏହି ପୋଷ୍ଟରେ ତାଙ୍କ ପ୍ରଶଂସକ ରିଆକ୍ସନ ଦେବା ସହ ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ବି ଜଣାଉଛନ୍ତି ।

 

Show More

Related Articles

Back to top button