Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ୱାଂଶିଟନ/ନୂଆଦିଲ୍ଲୀ- ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହି ସୂର୍ଯ୍ୟ ପରାଗ ହେଉଛି 2024ରେ ଘଟିଥିବା ପ୍ରଥମ ଜ୍ୟୋତିର୍ବିଜ୍ଞାନ ଘଟଣା । ଏହାକୁ ବହୁତ ଦୁର୍ଲଭ ମନେ କରାଯାଉଛି । ଏହି ସୂର୍ଯ୍ୟପରାଗ 50ବର୍ଷ ପରେ ସବୁଠୁ ଲମ୍ବା ସମୟ ଧରି ଚାଲିବାକୁ ଥିବା ଗ୍ରହଣ ଅଟେ, ଯାହା ପ୍ରାୟ 5ଘଂଟା 25 ମିନିଟ ଯାଏ ଚାଲିବ । ଏହା ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ ଯେଉଁଥିପାଇଁ ଚନ୍ଦ୍ର ଯେତେବେଳେ ଶିଖରରେ ରହିବ, ପୃଥିବୀରେ କିଛି ସମୟ ଅନ୍ଧକାର ରହିବ । ଏହି ସୂର୍ଯ୍ୟ ପରାଗକୁ ଭାରତରେ ଦେଖିବାକୁ ମିଳିବ ନାହିଁ । ଏହି କାରଣରୁ, ସୂର୍ଯ୍ୟ ପରାଗର ସୂତକ ଅବଧି ଭାରତରେ ପାଳନ ହେବ ନାହିଁ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button