ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ଆଜି ପିତୃପକ୍ଷର ଶେଷ ଦିନ,ତୀର୍ଥକ୍ଷେତ୍ର ଓ ତୀର୍ଥ ପୁଷ୍କରିଣୀରେ ଚାଲିଛି ପିଣ୍ଡଦାନ

ଆଜି ହେଉଛି ମହାଳୟା ଅଥବା ପିତୃପକ୍ଷର ଶେଷ ଦିନ। ଭାଦ୍ରବ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଏହି ପିତୃପକ୍ଷରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ । ସେଥିପାଇଁ ବିଭିନ୍ନ ତୀର୍ଥକ୍ଷେତ୍ର ଓ ତୀର୍ଥ ପୁଷ୍କରିଣୀରେ ପିଣ୍ଡଦାନ କରୁଛନ୍ତି ହଜାରେ ହଜାରେ ଭକ୍ତ ।

ତେବେ କରୋନା କଟକଣା ଯୋଗୁ ଦୀର୍ଘ ଦୁଇବର୍ଷ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିବାବେଳେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ସହ ଉତ୍ତର ଦ୍ବାର ଠାରେ ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଉଛି।

Show More

Related Articles

Back to top button