ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କୃଷ୍ଣଲୀଳା ନୀତି ସମ୍ପନ୍ନ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କୃଷ୍ଣଲୀଳା ନୀତି ସମ୍ପନ୍ନ । ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଶ୍ରୀକୃଷ୍ଣ ରାକ୍ଷସ ରାଜା ପ୍ରବଳ ପ୍ରତାପୀ କଂସକୁ ବଧ କରିବା ପରେ କୃଷ୍ଣଲୀଳା ନୀତି ସମାପନ ହେବ ।

ଦ୍ୱିପହର ଧୂପ ପରେ ଶ୍ରୀରାମକୃଷ୍ଣ ଆଞ୍ଗାମାଳ ପାଇ ଶ୍ରୀମନ୍ଦିରରୁ ବିଜେ ହେବେ । ଲବଣିଖିଆ ମଣ୍ଡପରେ ମହାଭୋଇ ପରିବାରର ବୋହୂମାନଙ୍କ ହାତରୁ ଲବଣି ଖାଇବା ପରେ ମଥୁରାପୁରୀ(ବଡ଼ଦାଣ୍ଡ)ରେ ପହଞ୍ଚି ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳା ସମ୍ପନ୍ନ ହେବ ।

 

Show More

Related Articles

Back to top button