ଜୀବନଚର୍ଯ୍ୟାରାଶିଫଳ

ଆଜିର ରାଶିଫଳ

କେମିତି କଟିବ ଆଜିର ଦିନ

🐏ମେଷ-କୌଣସି ପୁରୁଣା ବନ୍ଧୁଙ୍କ ସହିତ ବାର୍ତ୍ତାଳାପ କରିବେ। ନୂଆ ଉତ୍ସରୁ ଲାଭ ପାଇବେ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

🐮ବୃଷ-ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଧନଲାଭର ସୁଯୋଗ ଆସିବ। ପରିବାରର ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ।
👩‍❤️‍👨ମିଥୁନ-ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ସୁଖଦ ବାତାବରଣ ରହିବ। ଛାତ୍ରଙ୍କୁ ପରିଶ୍ରମର ଭଲ ଫଳ ମିଳିବ।

🦀କର୍କଟ-ମନର କଥା ମନରେ ରଖନ୍ତୁ। ଅଫିସରେ ପରିବେଶ ଟିକେ ଭିନ୍ନ ରହିବ। ଆଜି କୌଣସି ନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ନାହିଁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

🦁ସିଂହ-ଜରୁରୀ କାମରେ ଘର ଲୋକଙ୍କ ସହଯୋଗ ପାଇବେ। କୌଣସି ସହପାଠୀ ଆପଣଙ୍କୁ ମନର କଥା କହିବେ। କଠିନ ବିଷୟ ସମ୍ପର୍କରେ ଶିକ୍ଷକଙ୍କ ସହିତ ଆଲୋଚନା କରିବେ।

🙎‍♀️କନ୍ୟା-ଅଫିସରେ ଆପଣଙ୍କର ପ୍ରଶଂସା ହେବ। ପରିବାରରେ ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ। ଜୀବନସାଥୀଙ୍କ ସହିତ ଧର୍ମ କାର୍ଯ୍ୟରେ ମନ ଲଗାଇବେ।
⚖️ତୁଳା-ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗିରହିବ। ଆପଣଙ୍କ ତାଲିକାରେ କିଛି ନୂଆ ସଂପର୍କ ଯୋଡ଼ିବେ। ଆର୍ଥିକ ଲାଭ ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

🦂ବିଛା-ଅଫିସରେ ଦୀର୍ଘ ଦିନର ବାକିଆ କାମ ସଂପୂର୍ଣ୍ଣ ହେବ। ମହିଳାମାନଙ୍କୁ କୌଣସି ବିଶେଷ ଖବର ମିଳିବ। ବ୍ୟବସାୟରେ ଉନ୍ନତି ପାଇଁ ଭଲ ସୁଯୋଗ ପାଇବେ।

🏹ଧନୁ-କ୍ୟାରିୟର ଲାଗି ଭଲ ଦିନଟିଏ। ବେପାରରେ ଅଚାନକ ଧନଲାଭର ସୁଯୋଗ ପାଇବେ। ଓକିଲମାନେ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ।

🐊ମକର-ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ଘରୋଇ ଚାକିରିଜୀବୀଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ବିବାହିତ ନିଜର ଜୀବନକୁ ଆନନ୍ଦମୟ କରିବାକୁ ଚେଷ୍ଟା କରିବେ।

🏺କୁମ୍ଭ-ଚାକିରି ଓ ବ୍ୟବସାୟରେ ସଫଳତା ପାଇବେ। ଧାର୍ମିକ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ।

🐟ମୀନ-ସାହାଯ୍ୟ ଲୋଡୁଥିବା ଲୋକର କାମରେ ଆସିବେ। ଅଧିକାରୀମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହ ଦେବ। ସନ୍ତାନର କୌଣସି ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ।

Show More

Related Articles

Back to top button