ଜୀବନଚର୍ଯ୍ୟାରାଶିଫଳ

ଆଜିର ରାଶିଫଳ

କେମିତି କଟିବ ଆଜିର ଦିନ

🐏ମେଷ-ସାମାଜିକ ସ˚ଗଠନରେ ଥିବା ଲୋକଙ୍କର ମର୍ଯ୍ୟାଦା ବଢ଼ିବ। ବ୍ୟବସାୟରେ ଅବହେଳା କରନ୍ତୁ ନାହିଁ। ଚାରିଆଡ଼େ ଆପଣଙ୍କ ଲେଖାର ପ୍ରଶ˚ସା ହେବ।

🐮ବୃଷ-ଆଜି ଆପଣ ଆନନ୍ଦରେ ରହିବେ। ବେପାରରେ ଉନ୍ନତି ହେବ। ପ୍ରିୟତମଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

👩‍❤️‍👨ମିଥୁନ-ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବ୍ୟବସାୟରେ ବିସ୍ତାର କରିବେ। ସରକାରୀ ଚାକିରିଆଙ୍କୁ ପାରିତୋଷିକ ମିଳିପାରେ।

🦀କର୍କଟ-ଇଷ୍ଟଦେବଙ୍କ ଧ୍ଯାନ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ।

🦁ସିଂହ-ଅତୀତର କଥାକୁ ନେଇ ମନସ୍ତାପରେ ରହିବେ। ସରକାରୀ କର୍ମଚାରୀଙ୍କର ପଦୋନ୍ନତି ହୋଇପାରେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ।

🙎‍♀️କନ୍ୟା-ଜୀବନସାଥୀଙ୍କ ସହଯୋଗ ପାଇବେ। ମନ ଉତ୍ସାହରେ ଭରି ରହିବ। ଲୁହା ବେପାରୀ ବ୍ୟବସାୟ ବିସ୍ତାର କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

⚖️ତୁଳା-ଆପଣଙ୍କର ମାନସିକ ସ୍ଥିତି ଦୃଢ଼ ରହିବ। ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଭାଗୀଦାରଙ୍କ ସହିତ ମଧ୍ଯାହ୍ନ ଭୋଜନ କରିବେ।

🦂ବିଛା-ସମ୍ମୁଖରେ ଥିବା ବ୍ୟକ୍ତିଙ୍କର ଶାରୀରିକ ଭାଷାକୁ ଜଲଦି ବୁଝିନେବେ। କ୍ୟାରିୟର ଲାଗି ଭଲ ସୁଯୋଗ ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

🏹ଧନୁ-ଚାକିରି ବୃତ୍ତିରେ ଲାଗିରହିଥିବା ବିବାଦ ସମାପ୍ତ ହୋଇଯିବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ବିବାହ ଯୋଗ୍ୟ ପୁରୁଷଙ୍କ ଲାଗି ଭଲ ପ୍ରସ୍ତାବ ଆସିବ।

🐊ମକର-ପ୍ରିୟଜନଙ୍କ ବ୍ୟବହାରରେ ଖୁସି ହେବେ। ନିଜ କାମରେ ଲାଭ ମିଳିପାରେ। ଭୂସ˚ପତ୍ତି କିଣନ୍ତୁ, ଲାଭ ହେବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।

🏺କୁମ୍ଭ-କୌଣସି ବ୍ୟକ୍ତିଙ୍କୁ ହୃଦୟର କଥା କହିବେ। ଆପଣ ନିଜର ଭଲ କାମ ପାଇଁ ପୁରସ୍କାର ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ।

🐟ମୀନ-ଆପଣଙ୍କ ଭିତରେ ନୂଆ ଶକ୍ତି ସ˚ଚାର ହେବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ।

Show More

Related Articles

Back to top button