Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରରେ ଆଜି ମାଗଣା ଇ-ବସ୍‌ ଓ ଇ-ରିକ୍ସା ସେବା

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ମାଗଣା ଇ-ବସ୍‌ ଓ ଇ-ରିକ୍ସା ସେବା । ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ। ଏହି ଅବସରରେ ରାଜଧାନୀରେ ମାଗଣାରେ ଇ-ବସ୍‌‌ ଓ ଇ-ରିକ୍ସା ସେବା ମିଳିବ। କ୍ରୁଟ୍‌‌ର ସମସ୍ତ ଇ-ବସ୍‌‌ ଓ ଇ-ରିକ୍ସାରେ ମାଗଣା ଯାତ୍ରା କରିପାରିବେ ଯାତ୍ରୀ। ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ସ୍ୱଚ୍ଛ ବାୟୁ ଦିବସ ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ପକ୍ଷରୁ ଏହି ଘୋଷଣା ହୋଇଛି। ପ୍ରଦୂଷଣ କମାଇବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି। ଏହାସହ ରାଜଧାନୀରେ ୧୦ଟି ରୁଟ୍‌‌ରେ ଇ-ବସ୍‌‌ ଗଡୁଛିା

Show More

Related Articles

Back to top button