ଅନୁଚିନ୍ତାଜୀବନଚର୍ଯ୍ୟା

ଆଜିର ଅନୁଚିନ୍ତା

ବିପଦ ବେଳେ ଧୌର୍ଯ୍ୟ ଧରିବା ହିଁ ବଡ଼ କଥା ।

ବିପଦ ବେଳେ ଧୌର୍ଯ୍ୟ ଧରିବା ହିଁ ବଡ଼ କଥା । ଯେତେ ଝଡ଼ ଆସୁନା କାହିଁକି ଧୌର୍ଯ୍ୟ ଓ ସାହସର ସହିତ ଈଶ୍ୱରଙ୍କ ନାମ ସ୍ମରଣ କଲେ ସବୁ ଦୂରକୁ ହଟିଯାଏ । ସବୁ କର୍ମ ମୂଳରେ ମନ ଆତ୍ମା ରେ ଈଶ୍ୱରଙ୍କୁ ସ୍ମରଣ କଲେ କର୍ମ ସଫଳ ହେବା ସହ ଆତ୍ମତୃପ୍ତି ମିଳେ ।
ଯେଉଁମାନଙ୍କର ସଂକୀର୍ଣ୍ଣ ମନୋଭାବ ସେହିମାନେ ହିଁ କେବଳ ଅନ୍ୟମାନଙ୍କ ଧର୍ମକୁ ନିନ୍ଦା କରନ୍ତି ଓ ନିଜ ଧର୍ମ କୁ ଶ୍ରେଷ୍ଠ ବୋଲି କହନ୍ତି।
ଈଶ୍ୱର ସମସ୍ତ ଙ୍କର ମଙ୍ଗଳ କରନ୍ତ ।

Show More

Related Articles

Back to top button