
“ସୁନ୍ଦର ମୁହଁଟିଏ କିଛିଦିନ ପାଇଁ ମନେ ରୁହେ କିନ୍ତୁ ସୁନ୍ଦର ହୃଦୟଟିଏ ସାରା ଜିବନ ପାଇଁ ମନରେ ସାଇତି ହୋଇ ରହିଯାଏ !!”
“ଆଜି ଯାହାର ମୂଲ୍ୟ ଏବେ ତୁମ ପାଖରେ ନାହିଁ , କାଲି ହୁଏତ , ତା’ର ସବୁଠାରୁ ବେଶି ଆବଶ୍ୟକତା ପଡ଼ିପାରେ , ମନେ ରଖନ୍ତୁ ସମୟ କିଛି ବି କରିପାରେ !!”
“ତୁଳସୀ ଗଛଟିଏ ମନ୍ଦିରରେ ରହୁ ଅବା ମଶାଣିରେ ତା’ର ପବିତ୍ରତା ପାଇଁ ସେ ପୂଜା ପାଇଥାଏ , ଠିକ ସେହିପରି ମଣିଷ ଦୁନିଆରେ ରହୁ ବା ନରହୁ ତା’ର ସୁନ୍ଦର ଚେହେରା ପାଇଁ ନୁହେଁ ବରଂ ତା’ର ସତଚରିତ୍ର ଓ ଉତ୍ତମ ବ୍ୟବହାର ପାଇଁ ସବୁବେଳେ ସମସ୍ତଙ୍କ ହୃଦୟରେ ରହିଥାଏ !!”
“ଭଲ ନ ଲାଗିଲେ ମଧ୍ୟ ଏକ ନିରାଟ ସତ କଥା ହେଲା ଯେ , ଯେଉଁମାନେ କେବଳ ନିଜର ସ୍ବାର୍ଥ ତଥା ଲାଭ ଦେଖି ସମ୍ପର୍କ ରଖିଥାନ୍ତି , ଭଗବାନ ସେମାନଙ୍କୁ ଠିକ ସମୟରେ ସବୁକିଛି ସୁଧମୂଳ ସହ ଫେରାଇ ଦେଇଥାନ୍ତି !!”
ଆଜିର ଦିନଟି ମଙ୍ଗଳମୟ ହେଉ
ଶୁଭ ସକାଳ
🙏ଜୟ ଶ୍ରୀକୃଷ୍ଣ🙏