Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ତିର୍ତ୍ତୋଲ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା

ନାମାଙ୍କନ ପତ୍ର ଦାଖଲ କଲେ ତିର୍ତ୍ତୋଲ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା । ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ରାଜକିଶୋର ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜଗତସିଂହପୁର ଏଡିଏମ୍‌ଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାଜକିଶୋର ।

ସୂଚନାଯୋଗ୍ୟ ଯେ, ଗତକାଲି ବାଲେଶ୍ୱର ସଦର ଆସନରୁ ମାନସ ଦତ୍ତ ଓ ତିର୍ତ୍ତୋଲ ଆସନରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେପି । ଆସନ୍ତା ନଭେମ୍ବର ୩ରେ ଏହି ଦୁଇଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ନାମାଙ୍କନ ଆରମ୍ଭ ହୋଇସାରଥିଲା ବେଳେ ଆସନ୍ତା ୧୬ତାରିଖ ଯାଏଁ ଚାଲିବ। ନାମାଙ୍କନ ପତ୍ର ଅକ୍ଟୋବର ୧୭ ତାରିଖରେ ଯାଞ୍ଚ ହେବ ଏବଂ ଅକ୍ଟୋବର ୧୯ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ତାରିଖ ରହିଛି । ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି ହେବ।

Show More

Related Articles

Back to top button