Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ବଜ୍ରାଘାତରେ ଚାଲିଗଲା ତିନିଜଣଙ୍କ ଜୀବନ

ବଲାଙ୍ଗିର : ବଜ୍ରାଘାତରେ ଚାଲିଗଲା ତିନିଜଣଙ୍କ ଜୀବନ । ବଲାଙ୍ଗିିର ଜିଲ୍ଲା ଲୋଇସିଂହା ବ୍ଲକ ଜଡାମୁଣ୍ଡା ଗାଁରେ ଘଟିଛି ଏଭଳି ଏକ ଅଘଟଣ। ଆଜି ସନ୍ଧ୍ୟା ପ୍ରାୟ ୭ ଟାରୁ ୮ଟା ଭିତରେ ଜଡାମୁଣ୍ଡା ଗାଁର ୨୭ ବର୍ଷୀୟ ପ୍ରଶାନ୍ତ ତାଣ୍ଡି, ୨୦ ବର୍ଷୀୟ କାହ୍ନୁ ମୁଣ୍ଡା ଓ ୧୨ ବର୍ଷୀୟ ନାବାଳକ ଚନ୍ଦନ ଶୌଚ ପାଇଁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଠିକ୍‌ ସେହି ସମୟରେ ଝଡ଼ ତୋଫାନ ସହିତ ବଜ୍ରପାତ ହୋଇଥିଲା ବଜ୍ରପାତରେ ପୋଖରୀ କୂଳରେ ଚାଲିଗଲା ତିନିଜଣଙ୍କ ଜୀବନ। ଖବର ପାଇ ପରିବାର ଲୋକେ ୩ଜଣଙ୍କୁ ଲୋଇସିଂହା ହସ୍ପିଟାଲ୍‌କୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Show More

Related Articles

Back to top button