Breaking PLUSଓଡ଼ିଶାମୁଖ୍ୟ ଖବର

କୋରାପୁଟ ଜିଲ୍ଲାରେ ଅଘଟଣ, ପାଡୁଆ ନଦୀରେ ବୁଡି 3 ଜଣ ନିଖୋଜ

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଅଘଟଣ । ପାଡୁଆ ନଦୀରେ ବୁଡି 3 ଜଣ ନିଖୋଜ । ଡ଼ଙ୍ଗାରେ ଆର ପାରି ଗାଁ କୁ ଦଶହରା ପୂଜା ଉପଲକ୍ଷେ ବୁଲିବାକୁ ଯାଉଥିବାବେଳେ ମଝିନଦୀରେ ଡଙ୍ଗାଟି ବୁଡି ଯାଇଥିଲା । 

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଅଘଟଣ । ପାଡୁଆ ନଦୀରେ ବୁଡି 3 ଜଣ ନିଖୋଜ । ଡ଼ଙ୍ଗାରେ ଆର ପାରି ଗାଁ କୁ ଦଶହରା ପୂଜା ଉପଲକ୍ଷେ ବୁଲିବାକୁ ଯାଉଥିବାବେଳେ ମଝିନଦୀରେ ଡଙ୍ଗାଟି ବୁଡି ଯାଇଥିଲା ।

ଡ଼ଙ୍ଗାରେ 5 ଜଣ ଯାତ୍ରୀ ରହିଥିବା ବେଳେ ଡ଼ଙ୍ଗାଟି କିଛି ବାଟ ଯିବା ପରେ ନଦୀ ମଝିରେ ଓଲଟି ପଡିଥିଲା । ପରବର୍ତ୍ତୀ ସମୟରେ 2 ଜଣ ଯୁବକ ପହଁରି ପହଁରି କୁଳକୁ ଆସିଥିଲେ ଏବଂ 3 ଜଣ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ସବୁ ପାଡୁଆ ଅଞ୍ଚଳର ବୋଲି ସୂଚନା ମିଳିଛି । ପାଡୁଆ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button