Breaking PLUSଦେଶ ବିଦେଶମୁଖ୍ୟ ଖବର

ପାର୍ବଣ ଋତୁରେ ଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ହାଇଆର୍ଲଟରେ ସୁରକ୍ଷାବାହିନୀ

ଭାରତରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି । ଆଉ ଏହି ଖୁସିର ମାହୋଲକୁ ବିଗାଡିବା ଲକ୍ଷ୍ୟରେ ରହିଛନ୍ତି ଆତଙ୍କବାଦୀ । ଗୋଇନ୍ଦା ସଂସ୍ଥାରୁ ଇନପୁଟ ପାଇବା ପରେ ସରକାର ଦେଶରେ ହାଇଆଲର୍ଟ ଜାରୀ କରିଛନ୍ତି । ଗତ ସପ୍ତାହରେ ବିଭିନ୍ନ ରାଜ୍ୟରୁ ୬ ଆତଙ୍କବାଦୀ ଗିରଫ ହୋଇଥିଲେ । ସେମାନଙ୍କଠାରୁ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି ।

ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବା ପରେ ପାକିସ୍ତାନକୁ ବଳ ମିଳିଯାଇଛି । ନିଷ୍କ୍ରିୟ ଥିବା ଆତଙ୍କବାଦୀ ଲଂଚପ୍ୟାଡଗୁଡିକ ଏବେ ପୁନର୍ବାର ସକ୍ରିୟ ହୋଇ ଉଠିଛନ୍ତି । ପୋଲିସ, ସେନା ଓ ସୁରକ୍ଷାକର୍ମୀଙ୍କୁ ଏ ନେଇ ସଜାଗ କରାଯାଇଛି ।

Show More

Related Articles

Back to top button