Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ୨୮ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ

ଅଗଷ୍ଟ ମାସ ଶେଷକୁ ଲଘୁଚାପ ହେବାର ସମ୍ଭାବନା ରହିଛି । ଆସନ୍ତା ୨୮ ତାରିଖରେ ଲଘୁଚାପ ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ୨୫ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ ।

ଅଗଷ୍ଟ ମାସ ଶେଷକୁ ଲଘୁଚାପ ହେବାର ସମ୍ଭାବନା ରହିଛି । ଆସନ୍ତା ୨୮ ତାରିଖରେ ଲଘୁଚାପ ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ୨୫ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ ।

କିନ୍ତୁ ଆଗାମୀ ୫ ଦିନ ରାଜ୍ୟରେ ସେମିତି ଆଖିଦୃଶିଆ ବର୍ଷାର ସମ୍ଭାବନା ନାହିଁ । ଫଳରେ ସାମ୍ଭାବ୍ୟ ମରୁଡି ସ୍ଥିତି ଟଳିବାର ସମ୍ଭାବନା ନାହିଁ । ଅନ୍ୟପଟେ ଅଗଷ୍ଟ ମାସରେ ୨୮ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି ।

କୋରାପୁଟ ଓ ମାଲକାନଗିରିକୁ ଛାଡି ବାକି ସମସ୍ତ ଜିଲ୍ଲାରେ ବର୍ଷା କମିଛି । ୨୨୦ ବ୍ଲକରେ ଆବଶ୍ୟକୀୟ ବର୍ଷା ଅଭାବ ହେତୁ ରୁଆ ବେଉଷଣ ପ୍ରଭାବିତ ହୋଇଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି ।

Show More

Related Articles

Back to top button