ଦେଶମନୋରଞ୍ଜନସେଲିବ୍ରିଟି

ଅପେକ୍ଷାର ହେଲା ଅନ୍ତ,ଅକ୍ଟୋବର ୧ରେ ହେବ ‘ବିଗ୍‌ବସ୍‌’ ୧୬ର ପ୍ରିମିୟର୍‌

ଅପେକ୍ଷାର ହେଲା ଅନ୍ତ । ଅକ୍ଟୋବର ୧ରେ ହେବ ‘ବିଗ୍‌ବସ୍‌’ର ପ୍ରିମିୟର୍‌ । ଏହାପରେ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ସେଲିବ୍ରେଟିଙ୍କୁ ‘ବିଗ୍‌ବସ୍‌ ହାଉସ୍‌’ରେ ଦେଖିବାକୁ ପାଇବେ। ଅକ୍ଟୋବର ୧ ତାରିଖରେ ରାତି ୯.୩୦ରେ ଏହି ସୋ’ର ପ୍ରିମିୟର୍‌ ଦେଖିବାକୁ ମିଳିବ । ଅକ୍ଟୋବର ୨ ତାରିଖରେ ଏହାର ପ୍ରସାରଣ ‌ହେବବୋଲି ସୂଚନା ମିଳିଛି ।

ଦର୍ଶକ ଏଥର ଏହି ସୋ’କୁ ସୋନି ଟିଭିରେ ୯.୩୦ରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦେଖିପାରିବେ। ସେହିପରି ୯.୩୦ରେ ଦେଉଥିବା ସୋ’ ‘ବିବି ୧୬’କୁ ରାତି ୧୦.୦୦ଟାରେ ଦେଖିପାରିବେ।

ଗତ ସେପ୍ଟେମ୍ବର ୨୭ ତାରିଖରେ ସୋ’ର ହୋଷ୍ଟ୍‌ ସଲ୍‌ମାନ ଖାନ୍‌ ‘ବିବ୍‌ ବସ୍‌-୧୬’ର ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରିଥିଲେ।

Show More

Related Articles

Back to top button