ଓଡ଼ିଶାବ୍ୟକ୍ତିତ୍ୱସେଲିବ୍ରିଟିସ୍ୱତନ୍ତ୍ର

ଆସିଲା ବରିଷ୍ଠ ଅଭିନେତା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଆସିଲା ବରିଷ୍ଠ ଅଭିନେତା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ । କ୍ୟାପିଟାଲ ହସ୍ପିଟାଲ ତରଫରୁ କମିଶନରେଟ୍‌ ପୋଲିସ୍‌କୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟରୁ ରାଇମୋହନଙ୍କ ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସିଛି ।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଶ୍ୱାସରୁଦ୍ଧ ହୋଇଯିବାରୁ ଅଭିନେତା ରାଇମୋହନଙ୍କର ମୃତ୍ୟୁ ହୋଇଛି । ଗଳାରେ ରଶି ଲଗାଇବା କାରଣରୁ ରାଇମୋହନଙ୍କ ଶ୍ୱାସରୁଦ୍ଧ ହେବା ସହ ତାଙ୍କର ମୃତ୍ୟୁ ହୋଇଛି । ତେବେ ରାଇମୋହନଙ୍କ ଶରୀରରେ ଦେଖାଯାଇଥିବା କିଛି କ୍ଷତଚିହ୍ନ ହ୍ୟାଙ୍ଗିଙ୍ଗ ଯୋଗୁଁ  ହୋଇଥିବା ସୂଚନା ମିଳିଛି ।

Show More

Related Articles

Back to top button