Breaking PLUSଓଡ଼ିଶାମୁଖ୍ୟ ଖବର

ଚଳିତ ଶିକ୍ଷାବର୍ଷରୁ ରମାଦେବୀ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପିଏଚ୍‌ଡି ପାଠପଢ଼ା

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୨୦୨୦-୨୧ଶିକ୍ଷା ବର୍ଷରୁ ପିଏଚ୍‌ଡି ପାଠ୍ୟକ୍ରମ ଆରମ୍ଭ ହେବ । ପ୍ରଥମେ ୧୧ଟି ବିଭାଗରେ ପିଏଚ୍‌ଡି କରିପାରିବେ ଛାତ୍ରୀ ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୨୦୨୦-୨୧ଶିକ୍ଷା ବର୍ଷରୁ ପିଏଚ୍‌ଡି ପାଠ୍ୟକ୍ରମ ଆରମ୍ଭ ହେବ । ପ୍ରଥମେ ୧୧ଟି ବିଭାଗରେ ପିଏଚ୍‌ଡି କରିପାରିବେ ଛାତ୍ରୀ । ଅର୍ଥନୀତି, ଇଂରାଜୀ, ହିନ୍ଦି, ଓଡ଼ିଆ, ଗୃହ ବିଜ୍ଞାନ, ଶିକ୍ଷା, ଜେଣ୍ଡର ଷ୍ଟଡିଜ୍‌, ବାଣିଜ୍ୟ, ଜୈବପ୍ରଯୁକ୍ତି ବିଜ୍ଞାନ (ବାୟୋଟେକ୍ନୋଲୋଜି), କମ୍ପ୍ୟୁଟର୍‌ ସାଇନ୍ସ ଓ ଜୀବ ବିଜ୍ଞାନରେ ପିଏଚଡି କରିହେବ ବୋଲି ସ୍ନାତକୋତ୍ତର ପରିଷଦ (ପିଜି କାଉନସିଲ୍‌) ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତି ସୂଚନା ଦେଇଛନ୍ତି ।

Show More

Related Articles

Back to top button