Breaking PLUSମୁଖ୍ୟ ଖବରଶିକ୍ଷା

ଜୁଲାଇ ୪ରୁ ଆରମ୍ଭ OJEE ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୪ରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ସୂଚୀ ।  ୪ରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ହେବ ପରୀକ୍ଷା । ପ୍ରତିଦିନ ୩ଟି ସିପ୍ଟରେ ପରୀକ୍ଷା ହେବ । ଜୁଲାଇ ୪ରେ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ । ଜୁଲାଇ ୫ରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ.ସିଏ/ଏମ.ଏସସି ପରୀକ୍ଷା ହେବ । ସେହିପରି ଜୁଲାଇ ୫ରେ ତୃତୀୟ ସିଫ୍ଟରେ M.Tech,M.Arch,M.Pharm,B.CAT ପରୀକ୍ଷା ହେବ । ଜୁଲାଇ ୬ରେ MBA ଓ ଇଣ୍ଟିଗ୍ରେଟେଡ MBA ପରୀକ୍ଷା । ଜୁଲାଇ ୮ରେ B Pharm ପରୀକ୍ଷା ହେବ । ଜୁନ ୨୭ରୁ OJEE ଆଡମିଟ କାର୍ଡ ଓ୍ୱେବସାଇଟରେ ଉପଲବ୍ଧ ହେବ ।

Show More

Related Articles

Back to top button