Breaking PLUSଓଡ଼ିଶାଖେଳଦେଶ ବିଦେଶମୁଖ୍ୟ ଖବର

ବୀରେନ୍ଦ୍ର ଓ ଅମିତଙ୍କୁ ୧ ଲକ୍ଷ ଲେଖାଏଁ ଦେବ ଓଡ଼ିଶା ଅଲିମ୍ପିକ୍ସ ସଂଘ

ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ଦୁଇ ଓଡ଼ିଆ ଖେଳାଳିଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବ ଓଡ଼ିଶା ଅଲିମ୍ପିକ୍ସ ସଂଘ । ଓଡ଼ିଶାରୁ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରୁଥିଲେ ।

ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ଦୁଇ ଓଡ଼ିଆ ଖେଳାଳିଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବ ଓଡ଼ିଶା ଅଲିମ୍ପିକ୍ସ ସଂଘ । ଓଡ଼ିଶାରୁ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ଗୁରୁବାର ଭାରତୀୟ ଦଳ ବିଜୟୀ ହେବା ସହ ୪୧ ବର୍ଷ ପରେ ପଦକ ହାସଲ କରିଛି । ଏଥିପାଇଁ ସମ୍ପୂର୍ଣ୍ଣ ଦଳକୁ ଓଡ଼ିଶା ଅଲିମ୍ପିକ୍ସ ସଂଘ ଶୁଭେଚ୍ଛା ଜଣାଇବା ସହ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ, ଦୁଇ ଓଡ଼ିଆ ଖେଳାଳିଙ୍କୁ କାଂସ୍ୟ ପଦକ ପାଇଁ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବ ।

Show More

Related Articles

Back to top button