ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଏହିଦିନ ରିଲିଜ ହେବାକୁ ଯାଉଛି ଲାଇଗରର ହିନ୍ଦୀ ଭର୍ସନ

ଅଗଷ୍ଟ ୨୫ରେ ରିଲିଜ ହେବାକୁ ଯାଉଛି ଲାଇଗରର ହିନ୍ଦୀ ଭର୍ସନ । ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଲାଇଗର ସେନ୍ସର ବୋର୍ଡରୁ ୟୁ/ଏ ସାର୍ଟିଫିକେଟ ପାଇସାରିଛି । ଫିଲ୍ମର ରିଜିଜ୍ ଡେଟ୍ କୁ ନେଇ ବହୁତ୍ ଉତ୍ସାହ ଅଛନ୍ତି ଫ୍ୟାନ୍ ।

ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଛି । ଆଡଭାନ୍ସ ବୁକିଂ ଭଲ ଥିବାରୁ ଏହା ବକ୍ସ ଅଫିସରେ ଝଡ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ତେବେ ଅନ୍ୟପଟେ ହିନ୍ଦର ଭର୍ସନରେ ଲାଇଗରକୁ ବୟକଟ କରିବା ଟ୍ରେଣ୍ଡ ଧରିଛି ।

ଦେବରକୋଣ୍ଡାଙ୍କ ଏହା ପ୍ରଥମ ପ୍ୟାନ ଇଣ୍ଡିଆ ଫିଲ୍ମ ହେଇଥିବାରୁ ସେ ମଧ୍ୟ ବହୁତ୍ ଉତ୍ସାହିତ ଅଛନ୍ତି ।

Show More

Related Articles

Back to top button