Breaking PLUSଓଡ଼ିଶାମୁଖ୍ୟ ଖବର

ଆସିବ ହାଇକୋର୍ଟଙ୍କ ଶୁଣାଣି

ଆସନ୍ତାକାଲି କଂଗ୍ରେସର ବନ୍ଦ ଡାକରାକୁ ବିରୋଧ କରି ହାଇକୋର୍ଟରେ ମାମଲା ଦାୟର ହୋଇଛି । ଆଜି ଅପରାହ୍ନ ୪ଟାରେ ହାଇକୋର୍ଟ ଆବେଦନର ଶୁଣାଣି କରିବେ । କଂଗ୍ରେସର ବନ୍ଦ ଡାକରାକୁ ବେଆଇନ ଘୋଷଣା କରିବାକୁ ଆବେଦନ ହୋଇଛି ।

ସୂଚନାନୁଯାୟୀ, ଶୁକ୍ରବାର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଏହି ବନ୍ଦ ଡାକରା ଦିଆଯାଇଛି ।

Show More

Related Articles

Back to top button