Breaking PLUSଓଡ଼ିଶାମୁଖ୍ୟ ଖବର
ଜାନୁଆରୀର ମାସର ପ୍ରତି ଶନିବାର ବନ୍ଦ ରହିବ କୋର୍ଟ
ଚଳିତ ଜାନୁଆରୀ ମାସର ପ୍ରତ୍ୟେକ ଶନିବାର ହାଇକୋର୍ଟ, ଏହାର ଅଫିସ୍, ଅନ୍ୟାନ୍ୟ ନିମ୍ନ ଅଦାଲତ ଏବଂ ଏହାର ଅଫିସ୍, ଟ୍ରିବ୍ୟୁନାଲ ଏବଂ ଏହାର ଅଫିସ୍ ସବୁ ବନ୍ଦ ରହିବ ।
![](https://www.utkalprahari.com/wp-content/uploads/2021/01/WhatsApp-Image-2020-12-04-at-14.52.58.jpeg)
ଚଳିତ ଜାନୁଆରୀ ମାସର ପ୍ରତ୍ୟେକ ଶନିବାର ହାଇକୋର୍ଟ, ଏହାର ଅଫିସ୍, ଅନ୍ୟାନ୍ୟ ନିମ୍ନ ଅଦାଲତ ଏବଂ ଏହାର ଅଫିସ୍, ଟ୍ରିବ୍ୟୁନାଲ ଏବଂ ଏହାର ଅଫିସ୍ ସବୁ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଥିଲାବେଳେ ସେହି ଆଧାରରେ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।