Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଜାରି ରହିଛି ଶୀତ ଲହରୀ

ରାଜ୍ୟରେ ଶୀତ ତାପମାତ୍ରା ଦିନକୁ ଦିନ କମୁଥିବାରୁ ଅଧିକ ଶୀତ ବଢୁଛି । ସକାଳୁ ସୁର୍ଯ୍ୟ ଉଦୟ ହେବାସହିତ କୋହଲା ପାଗ ଓ କୁହୁଡ଼ି ମଧ୍ୟ ରହୁଛି । ସେହିପରି ସଂଦ୍ଧ୍ୟାବେଳେ ଶୀତର ପରିମାଣ ଅଧିକ ରହୁଛି

ରାଜ୍ୟରେ ଶୀତ ତାପମାତ୍ରା ଦିନକୁ ଦିନ କମୁଥିବାରୁ ଅଧିକ ଶୀତ ବଢୁଛି । ସକାଳୁ ସୁର୍ଯ୍ୟ ଉଦୟ ହେବାସହିତ କୋହଲା ପାଗ ଓ କୁହୁଡ଼ି ମଧ୍ୟ ରହୁଛି । ସେହିପରି ସଂଦ୍ଧ୍ୟାବେଳେ ଶୀତର ପରିମାଣ ଅଧିକ ରହୁଛି । ଫୁଲବାଣୀରେ ସର୍ବନିମ୍ମ ତାପମାତ୍ରା ୪.୫ ଡିଗ୍ରୀ ରେକର୍ଡ଼ କରାଯାଇଛି । ଅନୂଗୁଳରେ ୬ ଦାରିଙ୍ଗବାଡ଼ିରେ ୮ ,ଭବାନୀପାଟଣାରେ ୮.୨ ସୁନ୍ଦରଗଡ଼ରେ ୯.୫ , କେନ୍ଦୁଝରରେ ୯.୯ , ବଲାଙ୍ଗୀରରେ ୯.୫, ବୌଦ୍ଧରେ ୯.୫, ମେସାନପୁରରେ ୯.୮ ଡ଼ିଗ୍ରୀ ରହିଛି । ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

Show More

Related Articles

Back to top button