Breaking PLUSଦୁର୍ଘଟଣାମୁଖ୍ୟ ଖବର

ଯାତ୍ରୀ ନେଇ ଯାଉଥିବା ବେଳେ ରାସ୍ତା କଡକୁ ଓଲଟିପଡିଲା ବସ୍

ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ଯାତ୍ରୀ ନେଇ ଯାଉଥିବା ବେଳେ ରାସ୍ତା କଡକୁ ଓଲଟିପଡିଲା ବସ୍ । ଲହୁଣିପଡା ବରସୁଆଁ ଠାରେ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ରାସ୍ତାରେ ଭାରସାମ୍ୟ ହରାଇ ବସ୍ ଓଲଟିପଡିଥିବା ସନ୍ଦେହ କରାଯାଉଛି । ରାସ୍ତା କାମ ଚାଲୁଥିବା କିମ୍ବା ରାସ୍ତା ଖରାପ ଥିବା କାରଣରୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ରାଉରକେଲାରୁ ବଡବିଲ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ ।

Show More

Related Articles

Back to top button