Breaking PLUSଦୁର୍ଘଟଣାମୁଖ୍ୟ ଖବର

ମହାନନ୍ଦୀରୁ ଦୁଇ ଯୁବକଙ୍କ ମୃତ ଦେହ ଉଦ୍ଧାର

ମହାନଦୀରେ ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ମୃତ ।

କୁଜଙ୍ଗ: ମହାନଦୀରେ ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ମୃତ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତ ପଥୁରିଆ ଗ୍ରାମର ଦୁଇ ଯୁବକ ମହାନନ୍ଦୀରେ ବୁଡି ମୃତ । ସକାଳ ୯ ଟା ସମୟରେ ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ । ବହୁତ ଖୋଜାଖୋଜି ପରେ ଦୁଇ ଯୁବକଙ୍କ ଶବ ନଦୀରୁ ଉଦ୍ଧାର କରାଯାଇଛି । ଗ୍ରାମରେ ଶୋକାକୁଳର ଛାୟା ଖେଳିଯାଇଛି  । କୁଜଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଜଣଙ୍କ ବୟସ ୧୮ ହୋଇଥିବା ବେଳେ ଆଉ ଜଣେ ଯୁବକଙ୍କ ବୟସ ୧୯ ବୋଲି ସୂଚନା ମିଳିଛି ।

Show More

Related Articles

Back to top button