Breaking PLUSଦୁର୍ଘଟଣାମୁଖ୍ୟ ଖବର

ରେଲୱେ ଲାଇନରୁ ମିଳିଲା ଦୁଇ ପ୍ରେମୀ ଯୁଗଳଙ୍କର ମୃତଦେହ

ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସମ୍ବଲପୁର : ରେଲୱେ ଲାଇନରୁ ମିଳିଲା ଯୁବକ-ଯୁବତୀଙ୍କ ମୃତଦେହ । ସମ୍ବଲପୁର ବୁର୍ଲା କଣ୍ଟାପାଲି ରେଲୱେ ଲାଇନରୁ ମୃତଦେହକୁ ଉଦ୍ଧାର କରାଯାଇଛି । ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳ ନିକଟରୁ ଗୋଟିଏ ଲାଲ ରଙ୍ଗର ପ୍ୟାସନ-ପ୍ରୋ, ହେଲମେଟେ ଓ ଡାଏରୀକୁ ଜବତ୍ କରାଯାଇଛି ।  ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଓ ମୃତ ଯୁବକ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ତେବେ କିଏ ସେ ପ୍ରେମୀ ଯୁଗଳ ଏବଂ କାହିଁଙ୍କି ଆତ୍ମହତ୍ୟା କଲେ ?

Show More

Related Articles

Back to top button