Breaking PLUSଓଡ଼ିଶାମୁଖ୍ୟ ଖବର

ପରୀ ପାଇଁ ସାରା ରାଜ୍ୟରେ ପଦଯାତ୍ରା କରିବ ବିଜେପି

ପରୀ ପାଇଁ ସାରା ରାଜ୍ୟରେ ପଦଯାତ୍ରା କରିବ ବିଜେପି

ପରୀ ପାଇଁ ସାରା ରାଜ୍ୟରେ ପଦଯାତ୍ରା କରିବ ବିଜେପି । ଡିସେମ୍ବର 15ରୁ 20 ତାରିଖ ଯାଏ 147ଟି ନିର୍ଵାଚନ ମଣ୍ଡଳୀରେ ନୟାଗଡ଼ ପରୀକୁ ନ୍ୟାୟ ଦାବିରେ ପଦଯାତ୍ରା କରିବ ଭାରତୀୟ ଜନତା ପାର୍ଟି । ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ପାଖରୁ ପ୍ରଣାମ ଜଣାଇ ପଦଯାତ୍ରା ଆରମ୍ଭ କରିବେ ବିଜେପି କର୍ମୀ । ତେବେ ଡିସେମ୍ବର 21ରେ ଭୁବନେଶ୍ୱର ଠାରୁ ପରୀର ଗାଁ ଯଦୁପୁର ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା ଆୟୋଜନ କରିବା ନେଇ ନିଷ୍ପତି ନିଆଯାଇଛି ।

Show More

Related Articles

Back to top button