ଦେଶବଲିଉଡମନୋରଞ୍ଜନ

ଅନନ୍ୟା ଓ ଆଦିତ୍ୟଙ୍କ ରିଲେସନସିପକୁ ନେଇ ହେଲା ବଡ ଖୁଲାସା

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ଆଦିତ୍ୟ ରୟ କପୁରଙ୍କ ରିଲେସନସିପକୁ ନେଇ ହେଲା ବଡ ଖୁଲାସା । ବର୍ତ୍ତମାନ ଏହି ଦୁଇ ଯୋଡିକୁ ନେଇ ଦୀର୍ଘ ଦିନ ଧରି ଖୁବ ଚର୍ଚ୍ଚା ଲାଗି ରହିଛି । ଉଭୟ ପରସ୍ପରକୁ ଡେଟ୍ କରୁଥିବା ସୂଚନା ମିଳିଛି । । ନିକଟରେ ରମେଶ ତୌରାନୀଙ୍କ ଦିୱାଲୀ ପାର୍ଟିର କିଛି ଫଟୋ ସାମ୍ନାକୁ ଆସିଥିଲା।

ଯେଉଁଥିରେ ଉଭୟ ପରସ୍ପର ସହ କଥା ହେଉଥିବା ଦେଖିବାକୁ ମିଳିଥିଲା।

Show More

Related Articles

Back to top button