Breaking PLUSଦେଶମୁଖ୍ୟ ଖବର

ମଧ୍ୟପ୍ରଦେଶର ଧାର ଐତିହାସିକ ଭୋଜଶାଳାରେ ଏଏସଆଇ ସର୍ଭେ ନବମ ଦିନରେ ଜାରି

ଧାର- ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ବେଂଚଙ୍କ ନିର୍ଦ୍ଦେଶ ପରେ ଧାରର ଐତିହାସିକ ଧାର ଭୋଜଶାଳାରେ ଏଏସଆଇ ସର୍ଭେ ଶନିବାର ନବମ ଦିନରେ ଜାରି ରହିଛି ।
ଦିଲ୍ଲୀ ଓ ଭୋପାଳର ସର୍ଭେ ଟିମ ଶନିବାର ସକାଳ 8ଟାରେ ଭୋଜଶାଳାରେ ପହଂଚି ସର୍ଭେ କାମ ଆରମ୍ଭ କରିଛନ୍ତି । ଟିମ ସହିତ ହିନ୍ଦୁ-ମୁସଲିମ ପକ୍ଷର ଲୋକ ବି ଉପସ୍ଥିତ ଅଛନ୍ତି । ଭୋଜଶାଳା ବାହାରେ ପୋଲିସ ବଳ ମୁତୟନ ହୋଇଛନ୍ତି । ଭୋଜଶାଳାରେ ଏଏସଆଇ ଟିମ୍ ପକ୍ଷରୁ ଜିପିଆର ଟେକ୍ନୋଲୋଜିରେ ରାଡାରର ବ୍ୟବହାର କରି ସର୍ଭେ କରାଯାଉଛି ।

Show More

Related Articles

Back to top button