Breaking PLUSଦେଶମୁଖ୍ୟ ଖବର

ଗଙ୍ଗୋତ୍ରୀ-ଯମୁନେତ୍ରୀ ଧାମରେ ବରଫପାତ

ଉତ୍ତରକାଶୀ- ଉତ୍ତରକାଶୀରେ ଗଙ୍ଗୋତ୍ରୀ ଧାମ ଓ ଯମୁନେତ୍ରୀ ଧାମ ସହିତ ଉଚ୍ଚ ଅଂଚଳରେ ବରଫପାତ ହୋଇଛି ।
ଗଙ୍ଗୋତ୍ରୀ ଧାମର ରାୱଲ ରାଜେଶ ସେମୱାଲ କହିଛନ୍ତି ଯେ, ଶନିବାର ସକାଳୁ ଏଠାରେ ତଳୁଆ ଅଂଚଳରେ ବର୍ଷା ହେଉଛଇ । ସେହିପରି ଗଙ୍ଗୋତ୍ରୀ ଧାମ ସହିତ ଉଚ୍ଚ ଅଂଚଳରେ ବରଫପାତ ହେଉଛି । ବର୍ଷା ଓ ବରଫପାତ ହେବା କାରଣରୁ ପାଗ ଥଣ୍ଡା ରହିଛି । ସେହିପରି ଯମୁନେତ୍ରୀ ଧାମରେ ବି ବରଫପାତ ହୋଇଛି ।

Show More

Related Articles

Back to top button