Breaking PLUSଜୀବନଚର୍ଯ୍ୟାମୁଖ୍ୟ ଖବରଶିକ୍ଷା

ମେ’ ୩୧ ଯାଏ ବଢିଲା ଏକକ ୟୁଜି ପ୍ରବେଶିକା ପରୀକ୍ଷାର ଆବେଦନ ଅବଧି

ଭୁବନେଶ୍ୱର: ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ ନାମଲେଖା ପାଇଁ ଏକକ ୟୁଜି ପ୍ରବେଶିକା ପରୀକ୍ଷାର ଆବେଦନ ଅବଧି ପୁଣି ବଢ଼ିଛି । ଛାତ୍ରଛାତ୍ରୀ ଆସନ୍ତା ମେ ୩୧ ତାରିଖ ରାତି ୯ଟା ଯାଏ ଅନଲାଇନ୍‌ରେ ଆବେଦନ କରିପାରିବେ । ସେହିଦିନ ମଧ୍ୟରାତ୍ରି ଯାଏ ସେମାନେ ଫି’ ଦାଖଲ କରିପାରିବେ । ସେହିପରି ୩୧ ତାରିଖ ଯାଏ ଛାତ୍ରଛାତ୍ରୀ ନାମଲେଖାରେ ତ୍ରୁଟି ସଂଶୋଧନ କରିବେ ।

Show More

Related Articles

Back to top button