Breaking PLUSଓଡ଼ିଶାମୁଖ୍ୟ ଖବର

ବଢୁଛି କରୋନା ଆତଙ୍କ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ଆଖଣ୍ଡଳମଣି ପୀଠ

ଆଖଣ୍ଡଳମଣି ପୀଠରେ ସର୍ବ ସାଧାରଣ ଦର୍ଶନ ବନ୍ଦ । କରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକର ସମସ୍ତ ଧର୍ମାନୁଷ୍ଠନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରଖାଯାଇଛି ।

କେବଳ ସେବାୟତମାନେ ଆଖଣ୍ଡଳମଣୀଙ୍କ ନୀତିକାନ୍ତି କରି ପାରିବେ । ଅନ୍ୟପଟେ ଦୃତ ସଂକ୍ରମଣକୁ ଦେଖି ସେବାୟତ ମାନଙ୍କୁ ଟିକା ପ୍ରଦାନ କରିବାକୁ ଦାବି କରାଯାଇଛି ।

Show More

Related Articles

Back to top button