Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

କିଏ ମାରିବ ବାଜି ? ୫ଟି ରାଜ୍ୟର ଜାରି ରହିଛି ବିଧାନସଭା ନର୍ବାଚନ ଗଣତି

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୨, ଆସାମର ୧୨୬ ଆସନ ପାଇଁ ଭୋଟ୍ ଗଣତି ଜାରି ହୋଇଥିବା କେରଳର ୧୪୦, ତାମିଲନାଡୁର ୨୩୪ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ୩୦ଟି ଆସନ ପାଇଁ ଚାଲିଛି ଭୋଟ ଗଣତି

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୨୯୨, ଆସାମର ୧୨୬ ଆସନ ପାଇଁ ଭୋଟ୍ ଗଣତି ଜାରି ହୋଇଥିବା କେରଳର ୧୪୦, ତାମିଲନାଡୁର ୨୩୪ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ୩୦ଟି ଆସନ ପାଇଁ ଚାଲିଛି ଭୋଟ ଗଣତି । ଗଣତି ପାଇଁ ୫ ରାଜ୍ୟରେ ୨ ହଜାର ୩୬୪ଟି କେନ୍ଦ୍ର ରହିଛି । କୋଭିଡ ଦୃଷ୍ଟିରୁ ମତଗଣନା କେନ୍ଦ୍ର ସଂଖ୍ୟାକୁ ଦୁଇଗୁଣ କରାଯାଇଛି । ଏହା ସହ ୮୨୨ ରିଟର୍ଣ୍ଣିଂ ଅଫିସର ଓ ୭୦୦୦ ସରକାରୀ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ୫ ରାଜ୍ୟରେ ୯୫ ହଜାର ଅଧିକାରୀ ଭୋଟ ଗଣତିରେ ନିୟୋଜିତ ହୋଇଛନ୍ତି ।

Show More

Related Articles

Back to top button