ଦେଶମନୋରଞ୍ଜନ

ବଡ଼ ପରଦାରେ ଚାଲିଛି କଡାକଡି ଟକ୍କର,ଗୋଟିଏ ଦିନରେ ରାମସେତୁ ସହ ଥ୍ୟାଙ୍କ୍ ଗଡ ରିଲିଜ୍

ବଡ଼ ପରଦାରେ ଚାଲିଛି କଡାକଡି ଟକ୍କର । ଗୋଟିଏ ଦିନରେ ଦୁଇଟି ବିଗ୍ ବଜେଟ ଫିଲ୍ମ ରାମସେତୁ ସହ ଥ୍ୟାଙ୍କ୍ ଗଡ ରିଲିଜ୍ ।  ଅକ୍ଷୟ କୁମାରଙ୍କ ରାମ ସେତୁ ସହ ଅଜୟ ଦେବଗନଙ୍କ ଥ୍ୟାଙ୍କ ଗଡ଼ ଦେଖିବା ପାଇଁ ଜମିଛି ଭିଡ ।

ରାମ ସେତୁରେ ଅକ୍ଷୟ କୁମାରଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଡିସ ଅଛନ୍ତି ।ଭଗବାନ ରାମ ଲଙ୍କାକୁ କରିଥିବା ସେତୁର ପୂନରୁଦ୍ଧାର କରିବା ପାଇଁ ଅକ୍ଷୟ କୁମାର ଚେଷ୍ଟା କରୁଥିବା ବେଳେ କେତେ ସଂଘର୍ଷ କରିବାକୁ ପଡୁଛି ତାହା ରହିଛି ଫିଲ୍ମର କାହାଣୀ ।

ସେପଟେ ଏହାକୁ ଟକ୍କର ଦେବ ଫିଲ୍ମ ଥ୍ୟାଙ୍କ ଗଡ୍ । ଫିଲ୍ମରେ ଅଜୟ ଦେବଗନ ଚିତ୍ରଗୁପ୍ତ ଭୂମିକାରେ ଅଛନ୍ତି। ସେ ଯମଲୋକରେ ପାପପୁଣ୍ୟର ହିସାବ କରୁଥିବା ବେଳେ ସେଠାରେ ସେ ଏକ ପ୍ରତିଯୋଗିତା ଆୟୋଜନ କରନ୍ତି ।

Show More

Related Articles

Back to top button