Breaking PLUSଦେଶ ବିଦେଶମୁଖ୍ୟ ଖବର

ସୁରକ୍ଷାବଳଙ୍କ ଗୁଳିରେ ଟଳିଲା ଆତଙ୍କବାଦୀ

ଜମ୍ମୁକଶ୍ମୀରର ରାଜୌରୀ ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ଏଥିରେ ଜଣେ ଆତଙ୍କୀ ସଫା ହୋଇଛି । ତେବେ ଏହି ସମୟରେ ଭାରତୀୟ ସେନାର ଜେସିଓ ମଧ୍ୟ ସହିଦ ହୋଇଛନ୍ତି । ସେନା ସିଆରପିଏଫ୍ ଓ ଜମ୍ମୁକଶ୍ମୀର ପୋଲିସ ମିଶି ଜଏଣ୍ଟ ଅପରେସନ ଚଳାଇଛନ୍ତି ଏବଂ ଅଞ୍ଚଳରେ ସର୍ଚ୍ଚ ଅପରେସନ ଏବେ ମଧ୍ୟ ଜାରି ରହିଛି ।

ରାଜୌରୀରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁରୁବାର ମୁହାଁମୁହିଁ ହୋଇଥିଲା । ଏବେ ମଧ୍ୟ ସେହି ଅଞ୍ଚଳରେ ୩-୪ ଆତଙ୍କୀ ଲୁଚିଥିବା ସନ୍ଦେହ କରାଯାଉଛି । ତେବେ ଉଭୟ ପଟୁ ଫାୟାରିଂରେ ସେନାର ଜଣେ ଜେସିଓ ସହିଦ ହୋଇଛନ୍ତି । ଅନ୍ୟପଟେ ଜଣେ ଆତଙ୍କୀକୁ ସଫା କରିଛି ସୁରକ୍ଷାବଳ ।

Show More

Related Articles

Back to top button