ଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପୁଲୱାମାରେ ଆତଙ୍କବାଦୀ ହମଲା,ଜଣଙ୍କ ମୃତ୍ୟୁ ୨ ଆହତ

ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ୨ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗ୍ରେନେଡ ଜରିଆରେ ଆକ୍ରମଣ କରିଥିବା ସୂଚନା ।ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ପୋଲିସ୍

ଆଜି ଧାରା ୩୭୦ ଉଚ୍ଛେଦକୁ ୩ ବର୍ଷ ପୂର୍ତି ହୋଇଥିବାବେଳେ ଏହା ପୂର୍ବରୁ ଆତଙ୍କବାଦୀ ମାନେ ଏପରି ଏକ ଆକ୍ରମଣ କରିଛନ୍ତି ।

ଅନେପଟେ ମୃତ ଶ୍ରମିକଙ୍କ ପରିଚୟ ମଧ୍ୟ ମିଳିନଥିବାବେଳେ ଆହତମାନଙ୍କୁ  ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ୨ ଜଣ ବିହାର ରାମପୁରର ହୋଇଥିବାବେଳେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ସୂଚନା ମିଳିଛି ।

Show More

Related Articles

Back to top button