ଦୁର୍ଘଟଣାଦେଶ

ଦିଲ୍ଲୀସ୍ଥିତ ନରେଲା ଇଣ୍ଡଷ୍ଟ୍ରିଆଲରେ ଭୟଙ୍କର ଅଗ୍ନିକାଣ୍ଡ

ଶୁକ୍ରବାର ସକାଳେ ଦିଲ୍ଲୀସ୍ଥିତ ନରେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଁଇ ଟେଷ୍ଟା ଜାରି ରଖିଛନ୍ତି ।

ତେବେ ଏହି ଅଗ୍ନିକାଣ୍ଡର କାରଣ ଏବଂ କୌଣସି କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ। ପୂର୍ବରୁ ଏଭଳି ଘଟଣା ଘଟିବା ପରେ ଏହି ଅଞ୍ଚଳରେ ଅଗ୍ନିକାଣ୍ଡର ଏହା ହେଉଛି ଦ୍ୱିତୀୟ ଘଟଣା।

Show More

Related Articles

Back to top button