ଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଟିମ୍ ଘୋଷଣା

17 ଜଣିଆ ଟିମ୍ ଘୋଷଣା କଲା ବିସିସିଆଇ

ଏସିଆ କପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆ ଘୋଷଣା । ବିସିସିଆଇ ଚୟନକର୍ତ୍ତାମାନେ ଦିଲ୍ଲୀରେ ଏକ ବୈଠକ ପରେ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏସିଆ କପ୍ ଖେଳିବ। କେଏଲ ରାହୁଲ ଓ ଶ୍ରେୟସ ଆୟର ଟିମକୁ ଫେରିଛନ୍ତି । ଉଭୟ ଖେଳାଳି ଏବେ ବି ଆଘାତରୁ ଆରୋଗ୍ୟ ଲାଭ କରୁଛନ୍ତି।

ତିଲକ ବର୍ମା ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। କିନ୍ତୁ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବ ଭଳି ଉପଅଧିନାୟକ ଅଛନ୍ତି।

Show More

Related Articles

Back to top button