Breaking PLUSଓଡ଼ିଶାମୁଖ୍ୟ ଖବର

ତପସ୍ୱିନୀ-ସୁମିତ ବିବାଦ ମାମଲା: ୪କୁ ଘୁଞ୍ଚିଲା ଶୁଣାଣି

ତପସ୍ୱିନୀ ମାମଲାର ୪ ତାରିଖକୁ ଘୁଞ୍ଚିଲା ଶୁଣାଣି । ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁ ମାମଲାର ଶୁଣାଣି ପୁଣି ଥରେ ଘୁଞ୍ଚିଛି । ଆସନ୍ତା ୪ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି ରାୟ ଦେଇଛନ୍ତି ମାନ୍ୟବର କୋର୍ଟ । ମାନ୍ୟବର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆସନ୍ତା ୪ ତାରିଖରେ ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ତପସ୍ୱିନୀ ଦାସଙ୍କ ଓକିଲ ।

 

ଉଭୟ ପକ୍ଷଙ୍କ ଜବାବ ସୁଆଲ ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଆରମ୍ଭରୁ ସିଙ୍ଗଲ ବେଡରୁମ ଘର ପାଇଁ ତପସ୍ୱିନୀ ରାଜି ଥିବା ବେଳେ ଡାକ୍ତର ବାବୁ କିନ୍ତୁ ଡବଲ ବେଡରୁମ ଘର ନାଁରେ ଠକୁଛନ୍ତି ବୋଲି କହିଛନ୍ତି ଓକିଲ ।

Show More

Related Articles

Back to top button