Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଖୋଲାରେ ବିକ୍ରି ହେବନି ମିଠା

ପାର୍ବଣ ଋତୁ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ, ଅତିଥି ଓ ବନ୍ଧୁବର୍ଗଙ୍କୁ ଚର୍ଚ୍ଚା ପାଇଁ ଲୋକେ ଘରେ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ, ମିଠା ପ୍ରସ୍ତୁତ କରିବେ। ଆଉ କିଛି ବାହାର ମିଠା ପ୍ରସ୍ତୁତ ହେଉଥିବା ଦୋକାନରୁ ମିଠା କିଣିବେ। ତେବେ ମିଠା କିଣିବା ପୂର୍ବରୁ ଏବଂ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରଟି ଅଫ ଇଣ୍‌ଡିଆ(ଏଫଏସଏସଏଆଇ) କରିଥିବା ଘୋଷଣାକୁ ଜାଣି ରଖନ୍ତୁ। ଏଫଏସଏସଏଆଇ ପାର୍ବଣ ଆରମ୍ଭରୁ ବିଭିନ୍ନ ଦୋକାନୀ ଓ ମିଠା ଦୋକାନୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି।

Show More

Related Articles

Back to top button