ଦେଶ ବିଦେଶମନୋରଞ୍ଜନ

ଡ୍ରଗସ ଡିଲର ସଂପର୍ଶରେ ଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଜି ଏକ ବଡ ତଥ୍ୟ ସମ୍ନାକୁ ଆସିଛି । ସୁଶାନ୍ତ ସିଂ ରାଜପୁତ ଡ୍ରଗସ ବିକ୍ରି କରୁଥିବା ଡିଲର ମାନଙ୍କ ସଂପର୍ଶରେ ଥିବା ଜଣାପଡିଛି ।

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଜି ଏକ ବଡ ତଥ୍ୟ ସମ୍ନାକୁ ଆସିଛି । ସୁଶାନ୍ତ ସିଂ ରାଜପୁତ ଡ୍ରଗସ ବିକ୍ରି କରୁଥିବା ଡିଲର ମାନଙ୍କ ସଂପର୍ଶରେ ଥିବା ଜଣାପଡିଛି । ସୁଶାନ୍ତଙ୍କ ମୃତ୍ୟୁ ଦିନ ସେ ଦୁବାଇର ଏକ ଡ୍ରଗସ ଡିଲର ୟସ ଖାନଙ୍କ ସହ ଦେଖା କରିଥିବା ରାଜ୍ୟସଭା ସାଂସଦ ସୁଭ୍ରମଣିୟମ ସ୍ୱାମୀ ନିଜ ଟୁଇଟର ଜରିଆରେ କହିଛନ୍ତି । ତେବେ ସୁଭ୍ରମଣିୟମଙ୍କ ଏଭଳି ମନ୍ତବ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେପଟେ ସିବିଆଇ ଆଜି ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଭାଇଙ୍କୁ ପୁଣିଥରେ ପଚରାଉଚରା ଜାରି ରଖିଛି। ପୂର୍ବରୁ ସିବିଆଇ ସିର୍ଦ୍ଧାଥ ପିଠାନି ,ନିରଜ ଓ ଦିପେଶଙ୍କ ବୟାନ ରେକର୍ଡ କରିଛି ।

Show More

Related Articles

Back to top button