Breaking PLUSଓଡ଼ିଶାଦେଶମୁଖ୍ୟ ଖବର

କୋଟିଆ ମାମଲା, 8ସପ୍ତାହ ମଧ୍ୟରେ ଜବାବ ପାଇଁ ଆନ୍ଧ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆଗତ ଓରିଜିନାଲ ସୁଟର ଜବାବ ଆଠସପ୍ତାହ ମଧ୍ୟରେ ଦାଖଲ କରିବାକୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି। ବିଚାରପତି ସଞ୍ଜୟ କାରୋଲଙ୍କ ଜଣିକିଆ ପୀଠରେ ଆନ୍ଧ୍ର ପ୍ରଦେଶ ତରଫରୁ ମହଲତ ଲୋଡ଼ାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୩କୁ ଧାର୍ଯ୍ୟ ହୋଇଛି।

Show More

Related Articles

Back to top button